୫୯ ଖେଳାଳିଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ସଂଧ୍ୟାର ବିଶ୍ୱକପ୍‌ ଅବଗଣନା ତଥା ହକି ବିଶ୍ୱ ଲିଗର ଲୋଗୋ ଉନ୍ମୋଚନ ଉତ୍ସବ ଅବସରରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟକୁ ଗୌରବାନ୍ଵିତ କରିଥିବା ୫୯ ଜଣ କୃତି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଯାହାର ସିଂହଭାଗ ହକି ଖେଳାଳିଙ୍କ ହାତକୁ ଯାଇଥିଲା। ଏସିଆ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ … Continue reading ୫୯ ଖେଳାଳିଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ